Creation Science Information & Links!
The 10 Commandments · ଓଡ଼ିଆ

   "1 ଏହାପରେ ପରମେଶ୍ବର କହିଲେ,
2 "ମୁଁ ହେଉଛି ସଦାପ୍ରଭୁ ତୁମ୍ଭର ପରମେଶ୍ବର। ତୁମ୍ଭମାନଙ୍କୁ ମୁଁ ମିଶରରୁ ବାହର କରି ଆଣିଲି, ଯେଉଁଠା ରେ ତୁମ୍ଭମାନେେ ଦାସ ଥିଲ।
3 "ତୁମ୍ଭମାନେେ ମାେ ବ୍ଯତୀତ ଆଉ କୌଣସି ଦବେତାଗଣକୁ ଉପାସନା କରିବ ନାହିଁ।
4 "ତୁମ୍ଭମାନେେ କୌଣସି ପ୍ରତିମା ପୂଜା କରିବ ନାହିଁ, କି ସ୍ବର୍ଗ ରେ କିମ୍ବା ପୃଥିବୀ ରେ କିମ୍ବା ପୃଥିବୀ ନୀଚ୍ଚସ୍ଥ ଜଳ ରେ କୌଣସି ମୂର୍ତ୍ତି ନିର୍ମାଣ କରିବା ଉଚିତ୍ ନୁହଁ।
5 କୌଣସି ମୂର୍ତ୍ତିକୁ ଉପାସନା କରିବ ନାହିଁ କିମ୍ବା ତା'ର ସବୋ କରିବ ନାହିଁ। କାହିଁକି? କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ। ମୁଁ ଇର୍ଷାପରାଯଣ ପରମେଶ୍ବର। ଯେଉଁମାନେ ମାେତେ ଘୃଣା କରନ୍ତି ସମାନେେ ମାରେ ଶତୃ ରେ ଗଣାୟାନ୍ତି ଏବଂ ମୁଁ ସମାନଙ୍କେୁ ସମାନଙ୍କେର ତୃତୀୟ ପୁରୁଷ ଓ ଚତୁର୍ଥ ପୁରୁଷ ପର୍ୟ୍ଯନ୍ତ ଶାସ୍ତି ବିଧାନ କରିବି।
6 କିନ୍ତୁ ମୁଁ ସହେି ଲୋକମାନଙ୍କ ପ୍ରତି ଦୟାକରେ, ଯେଉଁମାନେ ମାରେ ନିଯମ ପାଳନ କରନ୍ତି ଓ ମାେତେ ପ୍ ରମେ କରନ୍ତି, ମୁଁ ତାଙ୍କର ହଜାର ହଜାର ପୁରୁଷଙ୍କର ଦୟା କରେ।
7 "ତୁମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ନାମ ମିଥ୍ଯା ରେ ନବେ ନାହିଁ, କାରଣ ଯେ କହେି ତାଙ୍କର ନାମ ମିଥ୍ଯା ରେ ନିଏ, ସଦାପ୍ରଭୁ ତାଙ୍କୁ ଅପରାଧୀ ପୂପେ ଗଣନା କରନ୍ତି।
8 "ବିଶ୍ରାମଦିନଟିକୁ ପବିତ୍ର ଦିବସ ରୂପେ ପାଳନ କରିବାକୁ ସ୍ମରଣ କର।
9 ଛଅ ଦିନ ରେ ଆପଣାର ସମସ୍ତ କର୍ମ କରିବ।
10 ମାତ୍ର ସପ୍ତମ ଦିନ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କର ବିଶ୍ରାମ ଦିନ ଅଟେ। ତହିଁରେ ତୁମ୍ଭେ କି ତୁମ୍ଭର ପୁତ୍ର କି ତୁମ୍ଭର କନ୍ଯା, ତୁମ୍ଭର ଦାସ କିମ୍ବା ଦାସୀ, ତୁମ୍ଭର ପଶୁ କି ତୁମ୍ଭର ନଗରର ଦ୍ବାରବର୍ତ୍ତୀ ବିଦେଶୀ କହେି କୌଣସି କାର୍ୟ୍ଯ କରିବ ନାହିଁ।
11 ଯେ ହତେୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ଦନ୍ମଧ୍ଯସ୍ଥିତ ସମସ୍ତ ବସ୍ତୁ ଛଅ ଦିନ୍ ରେ ନିର୍ମାଣ କରି ସପ୍ତମ ଦିନ ରେ ବିଶ୍ରାମ କଲେ। ଏହିପରି ଭାବରେ ସଦାପ୍ରଭୁ ବିଶ୍ରାମ ଦିନଟିକୁ ଆଶୀର୍ବାଦ କଲେ। ସଦାପ୍ରଭୁ ଏହି ଦିନଟକୁ ଏକ ସ୍ବତନ୍ତ୍ର ଦିନ କଲେ।
12 "ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର। ଏହିପରି କର ୟଦ୍ବାରା ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଯେଉଁ ଦେଶ ଦବେେ ସହେି ଦେଶ ରେ ତୁମ୍ଭର ଦୀର୍ଘ ପରମାଯୁ ହବେ।
13 "ତୁମ୍ଭେ ନରହତ୍ଯା କରିବ ନାହିଁ।
14 "ତୁମ୍ଭେ ବ୍ଯଭିଚାର କରିବ ନାହିଁ।
15 "ତୁମ୍ଭେ ଚୋରୀ କରିବ ନାହିଁ।
16 "ତୁମ୍ଭେ ଆପଣା ପ୍ରତିବେଶୀ ବିରୁଦ୍ଧ ରେ ମିଥ୍ଯା ସାକ୍ଷ୍ଯ ଦବେ ନାହିଁ।
17 "ତୁମ୍ଭେ ଆପଣା ପ୍ରତିବେଶୀର ଗୃହକୁ ଲୋଭ କରିବ ନାହିଁ। ତୁମ୍ଭେ ଆପଣା ପ୍ରତିବେଶୀର ଭାର୍ୟ୍ଯା କି ଦାସ, ଦାସୀ କି ତା'ର ଗୋରୁ କି ଗଧ କି ତୁମ୍ଭ ପ୍ରତିବେଶୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ।" "  
(Exodus) ଯାତ୍ରା ପୁସ୍ତକ 20:1-17


The 10 Commandments · Odia, ଓଡ଼ିଆ, oṛiā, Oriya
http://www.creationism.org/odia/salv10Cmd_or.htm



ମୂଖ୍ୟ:  ଓଡ଼ିଆ
www.creationism.org