ରୋଗ ପ୍ରତିଷେଧକ ଟିକାର ସୁରକ୍ଷା ଓ ବିପଦ
www.creationism.org/odia/VaccinesSafetyAndDangers_or.htm

ଶିଶୁ, ନବଜାତ ଶିଶୁ ଓ ଛୋଟ ପିଲାମାନଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ସେମାନଙ୍କୁ ଟିକାଦାନ କରାଯାଇଥାଏ I କିନ୍ତୁ କେତୋଟି ପ୍ରତିଷେଧକ ଟିକା ବିପଦଜନକ ହୋଇପାରେ !

ଶିଶୁର ଶରୀରରେ ଦିଆଯାଉଥିବା ପ୍ରତିଟି ଟିକା ଏକମାତ୍ର, ଜଟିଳ, କେମିକାଲ୍-ପୂର୍ଣ୍ଣ, ଯୌଗିକ ମିଶ୍ରଣ ଅଟେ I.

ଗାଲୁଆ, ମିଳିମିଳା, ପୋଲିଓ, ଧନୁଷ୍ଟଙ୍କାର, ରୋମାନ୍ତିକା, ଭୁତାଣୁ ସଂକ୍ରମିତ ରୋଗ, ଯକୃତ ରୋଗ, ହାଡ଼ଫୁଟି, ମାରାତ୍ମକ କଣ୍ଠ ରୋଗ ଓ ଅନ୍ୟାନ୍ୟ ରୋଗସବୁ ସଂସ୍ପର୍ଶଜନିତ ଅଟେ I
 

ଆମେରିକାରେ 1980 ରେ, ପିଲାମାନଙ୍କ ମଧ୍ୟରେ ମାନସିକ ବିକଳାଙ୍ଗ ରୋଗର ମାତ୍ରା 5,000ରେ 1 ଥିଲା I

2016ରେ – ବର୍ତ୍ତମାନ ଆମେରିକୀୟ ପିଲାମାନଙ୍କ ମଧ୍ୟରେ ମାନସିକ ବିକଳାଙ୍ଗ ରୋଗର ମାତ୍ରା 68ରେ 1 ରହିଛି!

ନିର୍ଦ୍ଦିଷ୍ଟରୂପେ ପ୍ରଦୂଷିତ (ଡିଏନ୍ଏ- ଦ୍ୱାରା ଦୂଷିତ) ରୋଗ ପ୍ରତିଷେଧକ ଟିକା କାରଣ ହୋଇପାରେ !

ମାନସିକ ବିକଳାଙ୍ଗ ରୋଗ - ଗୋଟିଏ ଶିଶୁ ମଧ୍ୟରେ ମସ୍ତିଷ୍କ ଏବଂ କେନ୍ଦ୍ରୀୟ ସ୍ନାୟବିକ ବ୍ୟବସ୍ଥାରେ ସ୍ଥାୟୀ କ୍ଷତି ସୃଷ୍ଟି କରିଥାଏ I ଅନେକ ମାନସିକ ବିକଳାଙ୍ଗ ରୋଗରେ ପୀଡ଼ିତ ପିଲାମାନେ ସେମାନଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ଦୈନନ୍ଦିନ ଯତ୍ନତତ୍ତ୍ୱ ଆବଶ୍ୟକ କରନ୍ତି I କେହି ମଧ୍ୟ କେବେ ସାଧାରଣ ଅବସ୍ଥାକୁ ଫେରିବେ ନାହିଁ I ସାଧାରଣ ଉପାଦାନ, ଜନ୍ମ ପରେ ପରିଚାଳନା ଆଦିରେ ବ୍ୟବହୃତ ରୋଗ ପ୍ରତିଷେଧକ ଟିକା; ହୁଏତ ଏହିସବୁ ସେମାନଙ୍କ ତରୁଣ, ଦୂର୍ବଳ ଶରୀରକୁ ପ୍ରଦୂଷିତ ବା ଦୂଷିତ କରୁଥାଇପାରେ - ସ୍ଥାୟୀ ମସ୍ତିଷ୍କ ବିକୃତିର କାରଣ ହୁଏ I.

ଏହିସବୁ ଜଟିଳ ଜୀବରାସାୟନିକ ମିଶ୍ରଣ ବର୍ତ୍ତମାନ ନିରନ୍ତର ବିକ୍ରି ହୋଇ ସମଗ୍ର ବିଶ୍ୱରେ ବ୍ୟବହୃତ ହେବା ଜାରି ରହିଛି I ଏହିସବୁ ପ୍ରତିଷେଧକ ନିର୍ମାତା ନିମନ୍ତେ ପ୍ରଚୁର ଟଙ୍କା ବାଜି ଲଗାଯାଉଛି I  ଆଉ ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ, ଅନ୍ୟ ଦେଶରେ - ମଧ୍ୟ ମାନସିକ ବିକଳାଙ୍ଗ ରୋଗର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି !! ସମଗ୍ର ବିଶ୍ୱରେ – ପ୍ରତି ବର୍ଷ ଏହା ଖରାପରୁ ଖରାପ ଅବସ୍ଥାକୁ ଗତି କରୁଅଛି I


--  ଅଧିକ ସୂଚନା ପାଇଁ :  (FOR MORE INFO)

ଆପଣଙ୍କ ରୋଗ ପ୍ରତିଷେଧକ ଟିକା ପରୀକ୍ଷା କରନ୍ତୁ  (Verify Your Vaccines)
ବିଜ୍ଞାନ ଜର୍ନାଲ୍ : 1979 ପରେ, ମାନସିକ ବିକଳାଙ୍ଗ ବିକୃତି ଅବସ୍ଥା
(Science Journal:  Autistic Disorders, After 1979)
ବାଲ୍ୟକାଳ କ୍ଷେପଣ - ମ୍ୟାରୀ ଟୋକୋ  (Childhood Shots - Mary Tocco)
ମାନସିକ ବିକଳାଙ୍ଗ ବିକୃତି ଅବସ୍ଥାର ବୃଦ୍ଧି ଏବଂ ରୋଗ
ପ୍ରତିଷେଧକ ଟିକାରେ ମାନବ ଜୀବକୋଷ ଦିଗ ପ୍ରତି ପରିବର୍ତ୍ତନ
(Increase in Autistic Disorder and Change
to Human Cell Lines in Vaccines)


"Silent Epidemic:
The Untold Story of Vaccines"

(Trailer) by Dr. Gary Null · 2013
  
www.youtube.com/watch?v=d-vkTMWLd5M
  
"Vaccine Nation"
(Trailer) by Dr. Gary Null · 2007
  
www.youtube.com/watch?v=jUMZ-O-OsG0
  
vaccinenation.net
  
Main Sites · Dr. Gary Null
garynull.com
  


"Vaxxed: From Cover-Up
to Catastrophe" 

2016 Documentary · 91 minutes
  
http://vaxxedthemovie.com/
  
This film shows the connection between the MMR Vaccine (MMR - measles, mumps, rubella) and autism; it also discusses the CDC (U.S. Centers for Disease Control and Prevention) cover up and their research fraud.

Dr. Andrew Wakefield, Del Bigtree, Polly Tommey, Dr. Brian Hooker, with Dr. William Thompson



ଅଷ୍ଟ୍ରେଲିଆ  Australia
କାନାଡା  Canada
ଡେନମାର୍କ  Denmark
ଜର୍ମାନୀ  Germany
ଆୟରଲ୍ୟାଣ୍ଡ୍  Ireland
ଇଜ୍ରାଏଲ୍  Israel
ନରଓ୍ୱେ  Norway
ପୋଲାଣ୍ଡ୍  Poland
ପର୍ତ୍ତୁଗାଲ୍  Portugal
ସ୍ପେନ୍  Spain
ସ୍ୱେଡେନ୍  Sweden
ୟୁ.କେ  U.K.

 


      Additional Resources:
 

Informed Consent Action Network
https://www.icandecide.org/
     
Vaccine Decision
www.vaccinedecision.info
National Vaccine Information Center
www.nvic.org
     
Verify Your Vaccines
www.verifyyourvaccines.com
Vaccine Impact
vaccineimpact.com/
     
VaxTruth
vaxtruth.org/
Vaccine Exemptions in the U.S.
www.vaccinerights.com/index.html
     
Vaccine Resistance Movement
vaccineresistancemovement.org/
Indiana Coalition for Vaccination Choice
IndianaCoalitionForVaccinationChoice
     
Penn. Coalition for Informed Consent
informedconsentpa.org/
Informed Choice Ohio
www.facebook.com/informedchoiceohio/
     
Many more ... “United Against Vaccines,” 
"Vaccines Injury Stories,” “Vaccines Exposed,” ...

 
"ରୋଗ ପ୍ରତିଷେଧକ ଟିକାର ସୁରକ୍ଷା ଓ ବିପଦ"
<http://www.creationism.org/odia/VaccinesSafetyAndDangers_or.htm>

ମୂଖ୍ୟ:  ଓଡ଼ିଆ
www.creationism.org